Advertisment

ଫେରିବେ ମୋକିମ ଓ ଚିରଞ୍ଜୀବ !

ଉଭୟ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟିବ।

author-image
Manoj Swain

ଦଳଠାରୁ ଦୂରେଇ ଦେଇଥିଲେ ଏବେ କୋଳେଇ ନେବେ। ଚର୍ଚ୍ଚାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ଵାଳଙ୍କ ଭେଟଘାଟ। ଉଭୟ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ହଟିବ। ନିଷ୍ପତ୍ତି ହୋଇ ସାରିଛି, କେବଳ ଘୋଷଣା କରିବେ ପ୍ରଭାରୀ। ଦିନେ ଦୁଇ ଦିନ ମଧ୍ୟରେ ଏହି ଘୋଷଣା ହେବା ନେଇ ଚର୍ଚ୍ଚା ହେଉଛି। ଏହାରି ଭିତରେ ରାଜ୍ୟ ଅତିଥି ଭବନରେ ପ୍ରଭାରୀଙ୍କୁ ଭେଟିଛନ୍ତି ଉଭୟ ନେତା।

Advertisment
Congress Odisha