Advertisment

ହାତ ଟେକିଦେଲା କଂଗ୍ରେସ

ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଦେଲା କଂଗ୍ରେସ। ଗାଦି ମାଡ଼ି ବସିବା କିମ୍ବା ବଡ଼ ପଦବୀ ସପକ୍ଷରେ ନାହିଁ ଦଳ। ଗୋଟିଏ ଲକ୍ଷ୍ୟ ସମ୍ବିଧାନ, ଗଣତନ୍ତ୍ର, ଧର୍ମନିରପେକ୍ଷତା, ସାମାଜିକ ନ୍ୟାୟର ସୁରକ୍ଷା। ଏଥିପାଇଁ ଯାହା ଆବଶ୍ୟକ ପଡ଼ିବ ଦଳ କରିବ। ବେଙ୍ଗାଲୁରୁରେ ଚାଲିଥିବା ବିରୋଧି ଦଳଙ୍କ ବଡ଼ ବୈଠକରେ ଏମିତି କିଛି କହି ରୋକଠୋକ ଶୁଣାଇଛନ୍ତି କଂଗ୍ରେସ ସଭାପତି ମଲିକାର୍ଜୁନ ଖଡ଼ଗେ।

author-image
Debendra Prusty

Congress India Mallikarjun Kharge