5ଟି ସବିବଙ୍କ ଗସ୍ତ ବେଳେ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ଓଡଗାଁ ଥାନା ପୁଲିସ । ନୟାଗଡ଼ ଜିଲ୍ଲା ଓଡଗାଁ ଗସ୍ତ ବେଳେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଧାରଣା ଦେବା ପାଇଁ ପ୍ରସ୍ତୁତି ହେଉଥିଲା। ଏହି ସମୟରେ ଓଡଗାଁ ଗାନ୍ଧୀ ଛକରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।