5ଟି ସଚିବଙ୍କ ଗସ୍ତ.. କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ | Odisha Reporter
Advertisment
5ଟି ସବିବଙ୍କ ଗସ୍ତ ବେଳେ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ଓଡଗାଁ ଥାନା ପୁଲିସ । ନୟାଗଡ଼ ଜିଲ୍ଲା ଓଡଗାଁ ଗସ୍ତ ବେଳେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଧାରଣା ଦେବା ପାଇଁ ପ୍ରସ୍ତୁତି ହେଉଥିଲା। ଏହି ସମୟରେ ଓଡଗାଁ ଗାନ୍ଧୀ ଛକରୁ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଛି ପୁଲିସ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us