ମହିଳା କର୍ପୋରେଟରଙ୍କୁ ଧକ୍କା ମାରିଲେ ଠିକାଦାର | Odisha Reporter
କାହା ସାହାସରେ ସର୍ବ ସମ୍ମୁଖରେ ଜଣେ ମହିଳା କର୍ପୋରେଟରଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଲେ ? ଏହି ପ୍ରଶ୍ନରେ ବ୍ରହ୍ମପୁର ମହାନଗର ନିଗମର 37 ନମ୍ବର ଓ୍ବାର୍ଡର କର୍ପୋରେଟର ବନିତା ସାହୁ କହିଛନ୍ତି, ବିଜେଡି କର୍ପୋରେଟରଙ୍କ ସାହାସରେ ତାଙ୍କୁ ମାଡ଼ ମାରିଲେ ଠିକାଦାର। ଜଣେ ମହିଳା ଜନପ୍ରତିନିଧିଙ୍କୁ ମାଡ଼ମରାର ସମସ୍ତ ଭିଡିଓ ମୋବାଇଲ କ୍ୟାମେରାରେ କଏଦ କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
