Advertisment

ମହିଳା କର୍ପୋରେଟରଙ୍କୁ ଧକ୍କା ମାରିଲେ ଠିକାଦାର

କାହା ସାହାସରେ ସର୍ବ ସମ୍ମୁଖରେ ଜଣେ ମହିଳା କର୍ପୋରେଟରଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଲେ ?

Advertisment

କାହା ସାହାସରେ ସର୍ବ ସମ୍ମୁଖରେ ଜଣେ ମହିଳା କର୍ପୋରେଟରଙ୍କୁ ଦୁର୍ବ୍ୟବହାର ସହ ମାଡ଼ ମାରିଲେ ? ଏହି ପ୍ରଶ୍ନରେ ବ୍ରହ୍ମପୁର ମହାନଗର ନିଗମର 37 ନମ୍ବର ଓ୍ବାର୍ଡର କର୍ପୋରେଟର ବନିତା ସାହୁ କହିଛନ୍ତି, ବିଜେଡି କର୍ପୋରେଟରଙ୍କ ସାହାସରେ ତାଙ୍କୁ ମାଡ଼ ମାରିଲେ ଠିକାଦାର। ଜଣେ ମହିଳା ଜନପ୍ରତିନିଧିଙ୍କୁ ମାଡ଼ମରାର ସମସ୍ତ ଭିଡିଓ ମୋବାଇଲ କ୍ୟାମେରାରେ କଏଦ କରାଯାଇଛି।

Advertisment
Brahmapur BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe