Advertisment

ସମ୍ବିତ ମାଗିଲେ ଭୁଲ, ବିଜେଡି ନେତା ଗଲେ କୁଆଡ଼େ ?

ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା।

author-image
Manoj Swain

ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା। ପରେ ସେ କ୍ଷମା ମାଗିଲେ, ଉପବାସ ବି କଲେ । କିନ୍ତୁ ବିଜେଡିର ଦ୍ୱିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ଭି.କେ ପାଣ୍ଡିଆନ କହିଥିଲେ ଓଡ଼ିଆ ଜାତିର ବଡ଼ ପରିଚୟ ନବୀନ ପଟ୍ଟନାୟକ । ସେହିଭଳି ମନ୍ତ୍ରୀ ପ୍ରତାପ ଦେବ କହିଥିଲେ ନବୀନଙ୍କ ନାଁରେ ଓଡ଼ିଶାକୁ ଜାଣନ୍ତି ବାହାର ଲୋକେ । ସାଂସଦ ଅମର ପଟ୍ଟନାୟକ ମଧ୍ୟ କହିଥିଲେ ସ୍ୱଂୟ ନବୀନ ହିଁ ଜଗନ୍ନାଥ । ତେବେ ସମ୍ବିତ ଭୁଲ କରି କ୍ଷମା ମାଗିଲେ, କିନ୍ତୁ ବିଜେଡି ନେତା ଗଲେ କୁଆଡ଼େ ?

Advertisment
Bjp BjD Odisha