ଚପର ବୁଲା, ମନ୍ତ୍ରୀଙ୍କ ନାଁରେ ଚଞ୍ଚକତା ? | Odisha Reporter
କଟକ ଜିଲ୍ଲାରେ ମନ୍ତ୍ରୀ ଦୁଇଦିନ ବୁଲିବା ପାଇଁ ହେଲିକପ୍ଟର ବୁକ୍ ହେଲା ! ଜଙ୍ଗଲ ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯିବେ ବୋଲି ବୁକ୍ ହୋଇଥିଲା। ଦୁଇଦିନ ପାଇଁ ଘରୋଇ ହେଲିକପ୍ଟର ବୁକ୍ କରିଥିଲା ପରିବହନ ବିଭାଗ । ହେଲେ ଚପରରେ ମନ୍ତ୍ରୀ ନଥିଲେ, ପ୍ରକୃତରେ ବୁଲୁଥିଲେ 5ଟି ସଚିବ ପାଣ୍ଡିଆନ୍ !
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
