ବ୍ଲକରୁ ବ୍ଳକ୍ ଗଲେ ବି ହେଲିକପ୍ଟର, କେତେ ଟଙ୍କା ଖର୍ଚ୍ଚ ହେଉଛି ?

ଦୂର ଜିଲ୍ଲା କଥା ଛାଡ଼ନ୍ତୁ ଭୁବନେଶ୍ବର ନିକଟରେ ଥିବା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ନାଚୁଣିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ଆକାଶ ମାର୍ଗ ହିଁ ସ୍ଥିର ହୋଇଛି ।

Manoj Swain
  • Published: Tuesday, 22 August 2023
  • Updated: 22 August 2023, 03:45 PM IST

Sports

Latest News

5T ସଚିବ ଭି.କେ. ପାଣ୍ଡିଆନ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରୁଛନ୍ତି । ଏହା ଭିତରେ ପାଖାପାଖି ୨୭ଟି ଜିଲ୍ଲା ବୁଲି ସାରିଲେଣି। ଭୁବନେଶ୍ବରରୁ ସବୁ ଜିଲ୍ଲାକୁ ହେଲିକପ୍ଟରରେ ଯାଉଛନ୍ତି । ଏପରିକି ବ୍ଲକରୁ ବ୍ଳକ୍ ଯିବା ପାଇଁ ବି ଦରକାର ପଡୁଛି ହେଲିକପ୍ଟର । ଦୂର ଜିଲ୍ଲା କଥା ଛାଡ଼ନ୍ତୁ ଭୁବନେଶ୍ବର ନିକଟରେ ଥିବା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ନାଚୁଣିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ଆକାଶ ମାର୍ଗ ହିଁ ସ୍ଥିର ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos