Advertisment

ବ୍ଲକରୁ ବ୍ଳକ୍ ଗଲେ ବି ହେଲିକପ୍ଟର, କେତେ ଟଙ୍କା ଖର୍ଚ୍ଚ ହେଉଛି ?

ଦୂର ଜିଲ୍ଲା କଥା ଛାଡ଼ନ୍ତୁ ଭୁବନେଶ୍ବର ନିକଟରେ ଥିବା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ନାଚୁଣିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ଆକାଶ ମାର୍ଗ ହିଁ ସ୍ଥିର ହୋଇଛି ।

Advertisment

5T ସଚିବ ଭି.କେ. ପାଣ୍ଡିଆନ୍ ଗୋଟିଏ ପରେ ଗୋଟିଏ ଜିଲ୍ଲା ଗସ୍ତ କରୁଛନ୍ତି । ଏହା ଭିତରେ ପାଖାପାଖି ୨୭ଟି ଜିଲ୍ଲା ବୁଲି ସାରିଲେଣି। ଭୁବନେଶ୍ବରରୁ ସବୁ ଜିଲ୍ଲାକୁ ହେଲିକପ୍ଟରରେ ଯାଉଛନ୍ତି । ଏପରିକି ବ୍ଲକରୁ ବ୍ଳକ୍ ଯିବା ପାଇଁ ବି ଦରକାର ପଡୁଛି ହେଲିକପ୍ଟର । ଦୂର ଜିଲ୍ଲା କଥା ଛାଡ଼ନ୍ତୁ ଭୁବନେଶ୍ବର ନିକଟରେ ଥିବା ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ନାଚୁଣିରେ ଆସନ୍ତାକାଲିର କାର୍ଯ୍ୟକ୍ରମ ପାଇଁ ଆକାଶ ମାର୍ଗ ହିଁ ସ୍ଥିର ହୋଇଛି ।

Advertisment
Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe