ସରପଞ୍ଚ ଚାହିଁ ଜଳକା, ସରିଗଲା ୫୦ ଲକ୍ଷ ଖର୍ଚ୍ଚ ତାଲିକା | Odisha Reporter
ରାୟଗଡ଼ା ଜିଲ୍ଲା ବିଷମକଟକରେ 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନା କାର୍ଯ୍ୟକାରୀ କରିବା ନେଇ ବିବାଦ । ସରପଞ୍ଚଙ୍କ ବିନା ଅନୁମତିରେ ଆକସନ୍ ପ୍ଲାନ ହୋଇଥିବା ଅଭିଯୋଗ । ଲୋକଙ୍କ କାମ କରିବାର ପ୍ରତିଶ୍ରୁତି ଦେଇ ନିର୍ବାଚିତ ହେଲେ ସରପଞ୍ଚ । କିନ୍ତୁ ପଂଚାୟତରେ କାମ କଣ ହେବ, ସରକାରଙ୍କ ୫୦ ଲକ୍ଷ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେବ, ସେ ନେଇ ସରପଞ୍ଚଙ୍କ ପାଖରେ ଖବର ନାହିଁ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
