Advertisment

ସରପଞ୍ଚ ଚାହିଁ ଜଳକା, ସରିଗଲା ୫୦ ଲକ୍ଷ ଖର୍ଚ୍ଚ ତାଲିକା

ରାୟଗଡ଼ା ଜିଲ୍ଲା ବିଷମକଟକରେ 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନା କାର୍ଯ୍ୟକାରୀ କରିବା ନେଇ ବିବାଦ ।

Advertisment

ରାୟଗଡ଼ା ଜିଲ୍ଲା ବିଷମକଟକରେ 'ଆମ ଓଡ଼ିଶା ନବୀନ ଓଡିଶା' ଯୋଜନା କାର୍ଯ୍ୟକାରୀ କରିବା ନେଇ ବିବାଦ । ସରପଞ୍ଚଙ୍କ ବିନା ଅନୁମତିରେ ଆକସନ୍ ପ୍ଲାନ ହୋଇଥିବା ଅଭିଯୋଗ । ଲୋକଙ୍କ କାମ କରିବାର ପ୍ରତିଶ୍ରୁତି ଦେଇ ନିର୍ବାଚିତ ହେଲେ ସରପଞ୍ଚ । କିନ୍ତୁ ପଂଚାୟତରେ କାମ କଣ ହେବ, ସରକାରଙ୍କ ୫୦ ଲକ୍ଷ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେବ, ସେ ନେଇ ସରପଞ୍ଚଙ୍କ ପାଖରେ ଖବର ନାହିଁ ।

Advertisment
Odisha Naveen Patnaik Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe