ବିବାଦୀୟ ନେତାଙ୍କୁ ପୁରସ୍କାର ! | Odisha Reporter
ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିଧାନସଭା ଓ ଲୋକସଭା ଆସନ ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଭିଡିଓ ସନ୍ଦେଶ ମାଧ୍ୟମରେ ଜାରି କରିଥିବା ପ୍ରାର୍ଥୀ ତାଲିକାରେ ଅନେକ ବିବାଦୀୟ ଓ ଦାଗୀ ନେତା ରହିଛନ୍ତି। ହତ୍ୟା, ଚିଟଫଣ୍ଡ, ଯୌନ କେଳେଙ୍କାରୀ, ଗ୍ୟାଙ୍ଗଷ୍ଟାର ଓ ଦୁର୍ନୀତି ଆଦି ମାମଲାରେ ବିବାଦୀୟ ନେତାମାନଙ୍କ ଉପରେ ବିଜେଡି ନେତୃତ୍ୱ ଭରସା କରିଛନ୍ତି। ଦଳ ଏହି ବିବାଦୀୟ ନେତାମାନଙ୍କ ବିନା ଯେ ଚାଲିବା ସମ୍ଭବପର ନୁହେଁ ସେଭଳି ବାଧ୍ୟବାଧକତା ବିଜେଡି ନେତୃତ୍ୱଙ୍କ ପାଖରେ ରହିଥିବାର ସ୍ପଷ୍ଟ ସନ୍ଦେଶ ମିଳିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
