କୋଟି କୋଟି ଟଙ୍କା ଦୁର୍ନୀତି ପଛରେ ବ୍ୟୋମକେଶଙ୍କ ନାଁ !

ଖେଳ ପଡିଆ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଟାର୍ଗେଟ କଲେ ସ୍ଥାନୀୟ ଲୋକେ ।

Manoj Swain
  • Published: Thursday, 04 July 2024
  • Updated: 04 July 2024, 01:13 PM IST

Sports

Latest News

ଖେଳ ପଡିଆ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଟାର୍ଗେଟ କଲେ ସ୍ଥାନୀୟ ଲୋକେ । ଷ୍ଟାଡିୟମର ଅବସ୍ଥା ଖେଳିବା ପରିସ୍ଥିତିରେ ନାହିଁ, ଛିନଛତର ହୋଇପଡିଛି । ଲୋକେ କହିଲେ, ଦୀର୍ଘ ବର୍ଷ ପରେ ବି ସମ୍ପୂର୍ଣ୍ଣ କରିପାରିଲେନି ବିଧାୟକ । ବ୍ୟୋମକେଶ କହିଲେ, ଟଙ୍କା ସରିଯାଇଛି। ଏବେ ଟଙ୍କା ଖର୍ଚ୍ଚ କରିବ ଚାନ୍ଦବାଲି ଏନଏସି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos