କୋଟି କୋଟି ଟଙ୍କା ଦୁର୍ନୀତି ପଛରେ ବ୍ୟୋମକେଶଙ୍କ ନାଁ ! || Chandbali MLA Byomakesh Ray || Corruption || OR
Advertisment
ଖେଳ ପଡିଆ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ଟାର୍ଗେଟ କଲେ ସ୍ଥାନୀୟ ଲୋକେ । ଷ୍ଟାଡିୟମର ଅବସ୍ଥା ଖେଳିବା ପରିସ୍ଥିତିରେ ନାହିଁ, ଛିନଛତର ହୋଇପଡିଛି । ଲୋକେ କହିଲେ, ଦୀର୍ଘ ବର୍ଷ ପରେ ବି ସମ୍ପୂର୍ଣ୍ଣ କରିପାରିଲେନି ବିଧାୟକ । ବ୍ୟୋମକେଶ କହିଲେ, ଟଙ୍କା ସରିଯାଇଛି। ଏବେ ଟଙ୍କା ଖର୍ଚ୍ଚ କରିବ ଚାନ୍ଦବାଲି ଏନଏସି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us