‘ଲୋୟର ସୁକତେଲ ପ୍ରକଳ୍ପରେ ମହାଦୁର୍ନୀତି ହୋଇଛି’ | Odisha Reporter
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମରେ ମହାଦୁର୍ନୀତି ହୋଇଛି । ଜଣେ ଯନ୍ତ୍ରୀ ଧରାପଡ଼ିଛନ୍ତି, ଆଉ ବି କିଛି ଯନ୍ତ୍ରୀ ଧରାପଡ଼ିବା କଥା । କିଛି ନହେଲେ ବି ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବ। କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
