Advertisment

ଲୋୟର ସୁକତେଲ ପ୍ରକଳ୍ପରେ ମହାଦୁର୍ନୀତି ହୋଇଛି: ନରସିଂହ ମିଶ୍ର

'ଜଣେ ଯନ୍ତ୍ରୀ ଧରାପଡ଼ିଛନ୍ତି, ଆଉ ବି କିଛି ଯନ୍ତ୍ରୀ ଧରାପଡ଼ିବା କଥା । କିଛି ନହେଲେ ବି ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବ।'

Advertisment

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମରେ ମହାଦୁର୍ନୀତି ହୋଇଛି । ଜଣେ ଯନ୍ତ୍ରୀ ଧରାପଡ଼ିଛନ୍ତି, ଆଉ ବି କିଛି ଯନ୍ତ୍ରୀ ଧରାପଡ଼ିବା କଥା । କିଛି ନହେଲେ ବି ହଜାରେ କୋଟି ଟଙ୍କାର ଦୁର୍ନୀତି ହୋଇଥିବ। କିଛି ଏଭଳି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । 

Advertisment
Odisha Congress Narasingha Mishra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe