Advertisment

ଫସିଯିବେ କି ପ୍ରତାପ ?

ସାଲେପୁର JMFC କୋର୍ଟ ପକ୍ଷରୁ ପ୍ରତାପଙ୍କୁ ଏହି ସମନ କରାଯାଇଛି। କୋର୍ଟଙ୍କ ପକ୍ଷରୁ ସ୍ପେଶାଲ ମେସେଞ୍ଜରଙ୍କ ହାତରେ ସମନ ପଠାଯାଇଥିଲା।

Advertisment

ମାହାଙ୍ଗା ଡବଲ୍ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ କୋର୍ଟଙ୍କ ସମନ ହସ୍ତାନ୍ତର କରାଯାଇଛି। ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପହଞ୍ଚି ସମନ ହସ୍ତାନ୍ତର କରିଛନ୍ତି ସ୍ପେଶାଲ ମେସେଞ୍ଜର। ଅକ୍ଟୋବର ୩୧ ତାରିଖରେ ପ୍ରତାପ ଜେନାଙ୍କୁ ହାଜର ହେବାକୁ ସମନରେ ନିର୍ଦ୍ଦେଶ ହୋଇଛି।ସାଲେପୁର JMFC କୋର୍ଟ ପକ୍ଷରୁ ପ୍ରତାପଙ୍କୁ ଏହି ସମନ କରାଯାଇଛି। କୋର୍ଟଙ୍କ ପକ୍ଷରୁ ସ୍ପେଶାଲ ମେସେଞ୍ଜରଙ୍କ ହାତରେ ସମନ ପଠାଯାଇଥିଲା।

Advertisment
Odisha BjD Pratap Jena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe