Advertisment

ଆସିଲା ଚାର୍ଜସିଟ୍ ଏଥର ମୁଁହ ଖୋଲିବେ ତ ଦୀପାଳି ?

ନିର୍ବାଚନ ପୂର୍ବରୁ ଦୀପାଳି ଦାସ ଏ କଥା କହିଥିଲେ ଆମକୁ । ଚାର୍ଜସିଟକୁ ତାଙ୍କ ପୁରା ପରିବାର ଅପେକ୍ଷା କରିଛି। ଆଉ ଏବେ କ୍ରାଇମ ବ୍ରାଞ୍ଚ କୋର୍ଟରେ ଉପସ୍ଥାପନ କରିଥିବା ଚାର୍ଜସିଟ୍ ମଧ୍ୟ ସର୍ବ ସମ୍ମୁଖକୁ ଆସିଗଲାଣି ।

author-image
Manoj Swain

ନିର୍ବାଚନ ପୂର୍ବରୁ ଦୀପାଳି ଦାସ ଏ କଥା କହିଥିଲେ ଆମକୁ । ଚାର୍ଜସିଟକୁ ତାଙ୍କ ପୁରା ପରିବାର ଅପେକ୍ଷା କରିଛି। ଆଉ ଏବେ କ୍ରାଇମ ବ୍ରାଞ୍ଚ କୋର୍ଟରେ ଉପସ୍ଥାପନ କରିଥିବା ଚାର୍ଜସିଟ୍ ମଧ୍ୟ ସର୍ବ ସମ୍ମୁଖକୁ ଆସିଗଲାଣି । ଏଥିରେ ଲେଖା ଅଛି କେମିତ ଛୋଟ ଛୋଟ କାରଣ ପାଇଁ ଗୋପାଳ ଏତ ବଡ଼ ରାଗ ରଖି ମା'ସମଲେଇଙ୍କ ଠାରେ ମୁଣ୍ଡନ ହୋଇ ଶପଥ ନେଇଥିଲା।

Advertisment
Odisha Naba Das Murder