ତଣ୍ଟି ତ ଶୁଖିଯାଉଛି, ଶଙ୍ଖ ଫୁଙ୍କିବେ କେମିତି | Athagarh Constituency Voters Mood | Khuntuni | Cuttack |OR
ଆଠଗଡ଼ ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। ଆଠଗଡ଼ ନିର୍ବାଚନମଣ୍ଡଳୀର ଖୁଣ୍ଟୁଣୀ ଗ୍ରାମରେ କେତେ ପହଁଞ୍ଚିଛି ଯୋଜନା। ଏହି ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି ଆଠଗଡ଼ ନିର୍ବାଚନମଣ୍ଡଳୀର ଜନସାଧାରଣ ? ତେବେ ଲୋକେ ଆଉ ବୁଝିବା ପରିସ୍ଥିତିରେ ନାହାଁନ୍ତି । ନେତାଙ୍କ କଥା ପଚାରିଲେ, ଦେଉଛନ୍ତି ମୁହଁ ତୋଡ଼ ଜବାବ। ଏହି ଗାଁର ଜନସାଧାରଣ ଯାହା କହିଲେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ମାଉସୀ କହିଲେ, ପାଣି ତ ନାହିଁ ପଦ୍ମ ଫୁଟିବ କେମିତି, ତଣ୍ଟି ତ ଶୁଖିଯାଉଛି, ଶଙ୍ଖ ଫୁଙ୍କିବା କେମିତି ? ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
