Advertisment

ସାଲେପୁର ବଦଳରେ କଟକ-ବାରବାଟୀରୁ ଲଢିବେ ପ୍ରକାଶ, କର୍ମୀ କହୁଛନ୍ତି ଯିବୁନି ବିଜେଡିକୁ

କଟକ-ବାରବାଟୀ ନିର୍ବାଚନ ମଣ୍ଡଳିରେ ବିଜେଡି ପାର୍ଥୀ ଘୋଷଣା ହେବାପରେ ଦଳୀୟ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

author-image
Manoj Swain

କଟକ-ବାରବାଟୀରେ ବିଜେଡିରୁ ଲଢିବେ ପ୍ରକାଶ ବେହେରା। ଏଥର ସାଲେପୁର ବଦଳରେ କଟକ-ବାରବାଟୀରୁ ଲଢିବେ ପ୍ରକାଶ। ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହେବା ପରେ, ସାଲେପୁର ରାଜନୀତି ଏବେ ରୋଚକ ମୋଡ ନେଇଛି । ଦେଖନ୍ତୁ ପୂରା ରିପୋର୍ଟ।

Advertisment
Cuttack BjD Odisha