ପଳାଇଲେ ପ୍ରକାଶ, କର୍ମୀ କହୁଛନ୍ତି ଆମେ ଯିବୁନି ବିଜେଡିକୁ | Odisha Reporter
Advertisment
କଟକ-ବାରବାଟୀରେ ବିଜେଡିରୁ ଲଢିବେ ପ୍ରକାଶ ବେହେରା। ଏଥର ସାଲେପୁର ବଦଳରେ କଟକ-ବାରବାଟୀରୁ ଲଢିବେ ପ୍ରକାଶ। ଏହାକୁ ନେଇ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ତେବେ ପ୍ରକାଶ ବେହେରା ବିଜେପି ଛାଡି ବିଜେଡିରେ ସାମିଲ ହେବା ପରେ, ସାଲେପୁର ରାଜନୀତି ଏବେ ରୋଚକ ମୋଡ ନେଇଛି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us