Advertisment

'ପାଣ୍ଡିଆନଙ୍କ ପାଇଁ ଷ୍ଟେଜ ବାନ୍ଧୁଥିବା ମନ୍ତ୍ରୀ ବାଲ୍ଟିରେ ବୁଡ଼ି ମରିବା କଥା’

'ଯେଉଁ ମନ୍ତ୍ରୀ ଓ ବିଧାୟକ ଏଠି ଅଛନ୍ତି, ସେମାନେ ପାଣ୍ଡିଆନଙ୍କ ପାଇଁ ଷ୍ଟେଜ ବାନ୍ଧୁଛନ୍ତି । ୟା ଠାରୁ ଲଜ୍ଜା କଥା କିଛି ହେଇନପାରେ। ଏମାନେ ବାଲ୍ଟିଟିଏ ପାଣିରେ ବୁଡ଼ିକି ମରିଯିବା କଥା' କିଛି ଏଭଳି କହିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ।

Advertisment

'ଯେଉଁ ମନ୍ତ୍ରୀ ଓ ବିଧାୟକ ଏଠି ଅଛନ୍ତି, ସେମାନେ ପାଣ୍ଡିଆନଙ୍କ ପାଇଁ ଷ୍ଟେଜ ବାନ୍ଧୁଛନ୍ତି, ୟା ଠାରୁ ଲଜ୍ଜା କଥା କିଛି ହେଇନପାରେ, ଏମାନେ ବାଲ୍ଟିଟିଏ ପାଣିରେ ବୁଡ଼ିକି ମରିଯିବା କଥା' କିଛି ଏଭଳି କହିଛନ୍ତି କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ।

Advertisment
Odisha Congress Politics Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe