Advertisment

ଇଣ୍ଡୋର ଷ୍ଟାଡିୟମ ଅବ୍ୟବସ୍ଥାକୁ ନେଇ ବର୍ଷିଲେ ମୋକିମ୍

ଇଣ୍ଡୋର ଷ୍ଟାଡିୟମ ଅବ୍ୟବସ୍ଥାକୁ ନେଇ କଣ କହିଛନ୍ତି ଶୁଣନ୍ତୁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ।

author-image
Manoj Swain

ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମର ଜରିପାଲ ଛାତ ତଳେ ଅଭିଭାଷଣ ରଖିଥିଲେ ଦେଶର ସର୍ବୋଚ୍ଚ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ଏହି ଅବ୍ୟବସ୍ଥାକୁ ନେଇ କଣ କହିଛନ୍ତି ଶୁଣନ୍ତୁ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ।

Advertisment
Odisha Congress