Advertisment

ପ୍ରଶ୍ନ ବାଣରେ ଘାଇଲା ହେଲେ କି ସୁବାସ ?

ପ୍ରକଳ୍ପକୁ ନେଇ ଜୋର ଧରିଲା କଟକ ରାଜନୀତି । ପ୍ରେସମିଟ୍ ବେଳେ ପ୍ରଶ୍ନ ବାଣରେ ଘାଇଲା ହେଲେ କି କଟକ ମେୟର ସୁବାସ ସିଂହ ? ପ୍ରଶ୍ନ ପଚାରିଲେ କାହିଁକି ଚିହିଁକି ଉଠୁଛନ୍ତି ସୁବାସ ସିଂହ ?

Advertisment

ପ୍ରକଳ୍ପକୁ ନେଇ ଜୋର ଧରିଲା କଟକ ରାଜନୀତି । ପ୍ରେସମିଟ୍ ବେଳେ ପ୍ରଶ୍ନ ବାଣରେ ଘାଇଲା ହେଲେ କି କଟକ ମେୟର ସୁବାସ ସିଂହ ? ପ୍ରଶ୍ନ ପଚାରିଲେ କାହିଁକି ଚିହିଁକି ଉଠୁଛନ୍ତି ସୁବାସ ସିଂହ ? କଟକ ବିଧାୟକଙ୍କୁ ମେୟର ସୁବାସ ସିଂଙ୍କ ଟାର୍ଗେଟ୍। କହିଲେ ବିଧାୟକ ମୋକିମ ଦେଉଛନ୍ତି ବିଭ୍ରାନ୍ତିକର ତଥ୍ୟ । ମହମ୍ମଦ ମୋକିମ ମଧ୍ୟ ସୁବାସଙ୍କୁ ଦେଲେ ପାଲଟା ଜବାବ। ଟଙ୍କା ହଡପ ପାଇଁ ଟେଣ୍ଡର ହୋଇନଥିବା କଲେ ଅଭିଯୋଗ ।

Advertisment
Odisha Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe