୫ରେ କଂଗ୍ରେସର ମିଶ୍ରଣପର୍ବ: ମିଶିବା ପାଇଁ ଦିନ ଧାର୍ଯ୍ୟ ହୋଇନି- ଶିଶିର

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ସେ ସେପ୍ଟେମ୍ବର ମାସରେ ଓଡ଼ିଶା ଆସିବେ ।

Shishir Gamang

ଶିଶିର ଗମାଙ୍ଗ

Ordigital Desk
  • Published: Wednesday, 30 August 2023
  • Updated: 30 August 2023, 08:27 PM IST

Sports

Latest News

ଆସନ୍ତା ସେପ୍ଟେମ୍ବର ୫ତାରିଖରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭୁବନେଶ୍ୱରରେ ଏକ ‘ମିଶ୍ରଣ ପର୍ବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଅନ୍ୟ ଦଳର ବହୁ ନେତାଙ୍କ ସମେତ ଅବସରପ୍ରାପ୍ତ ପ୍ରଶାସକମାନେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ଆସନ୍ତା ୫ ତାରିଖରେ କଂଗ୍ରେସରେ ମିଶିବା ନେଇ କୌଣସି ଦିନ ଧାର୍ଯ୍ୟ ହୋଇନି କିମ୍ବା ତାଙ୍କ ପରିବାର ସହ କେହି ଯୋଗାଯୋଗ କରିନାହାନ୍ତି ବୋଲି ଶିଶିର ଗମାଙ୍ଗ ସ୍ପଷ୍ଟ କରିଛନ୍ତି ।

ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ସେପ୍ଟେମ୍ବର ୫ତାରିଖରେ ପିସିସି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ।  ବହୁ ପୂର୍ବତନ ମନ୍ତ୍ରୀ, ପୂର୍ବତନ ସାଂସଦ ଓ ବିଧାୟକମାନଙ୍କ ସହ ଅବସରପ୍ରାପ୍ତ ପ୍ରଶାସକମାନେ ଉପସ୍ଥିତ ରହି ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେବେ । ଦଳର ଜାତୀୟସ୍ତରର ନେତାମାନେ ମଧ୍ୟ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହିବେ । ଉକ୍ତ ଦିନ ଏକ ବିଶାଳ ର‌୍ୟାଲି ପାଇଁ ଦଳ ଯୋଜନା କରୁଛି ବୋଲି ସେ କହିଛନ୍ତି ।

Also Read

ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି । ସେ ସେପ୍ଟେମ୍ବର ମାସରେ ଓଡ଼ିଶା ଆସିବେ । ଅକ୍ଟୋବର ମାସରେ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ମିଶ୍ରଣ ପର୍ବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ପୂର୍ବତନ ସାଂସଦ ହେମା ଗମାଙ୍ଗ, ଜୟରାମ ପାଙ୍ଗୀ ଓ ପୂର୍ବତନ ହକି ଅଧିନାୟକ ପ୍ରବୋଧ ତିର୍କିୀ ପ୍ରମୁଖ ଉକ୍ତଦିନ କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ସେପ୍ଟେମ୍ବର ୫ତାରିଖରେ ମିଶ୍ରଣ ପର୍ବ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶିଶିର ଗମାଙ୍ଗ କହିଛନ୍ତି ଯେ, ଏପର୍ଯ୍ୟନ୍ତ ତାଙ୍କୁ କେହି କିଛି ଜଣାଇ ନାହାନ୍ତି । ତାଙ୍କ ପିତାମାତାଙ୍କ ପକ୍ଷରୁ ସେ ହିଁ ଦଳ ସହ ଆଲୋଚନା କରୁଛନ୍ତି । ଦଳର ଜାତୀୟସ୍ତରର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ହିଁ ଗିରିଧର ଗମାଙ୍ଗ କଂଗ୍ରେସରେ ସାମିଲ ହେବେ । ତେଣୁ ସେପ୍ଟେମ୍ବର ୫ତାରିଖରେ ସେମାନଙ୍କର ମିଶ୍ରଣ ନେଇ ଏପର୍ଯ୍ୟନ୍ତ କିଛି ସୂଚନା ତାଙ୍କୁ ମିଳିିନାହିଁ ବୋଲି ଶ୍ରୀ ଗମାଙ୍ଗ ସ୍ପଷ୍ଟ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story