Advertisment

ଖେଳ କରିଦେଲେ ବିପ୍ଲବ ପାତ୍ର !

ବିଜେଡି V/S ବିଜେଡି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବିଜେଡି ହେଲା ଦୁଇ ଫାଳ। ବିଚ୍‌ ରାସ୍ତାକୁ ଓହ୍ଲାଇଲେ ଦୁଇ ଗୋଷ୍ଠୀ । ରାସ୍ତା ଉପରେ ମୁହାଁମୁହିଁ ହେଲେ ବିଜେଡି କର୍ମୀ ।

Advertisment

ବିଜେଡି V/S ବିଜେଡି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ବିଜେଡି ହେଲା ଦୁଇ ଫାଳ। ବିଚ୍‌ ରାସ୍ତାକୁ ଓହ୍ଲାଇଲେ ଦୁଇ ଗୋଷ୍ଠୀ । ରାସ୍ତା ଉପରେ ମୁହାଁମୁହିଁ ହେଲେ ବିଜେଡି କର୍ମୀ । ପରସ୍ପରକୁ ଦୋଷାରୋପ କରିବାକୁ ପଛାଇଲେ ନାହିଁ। ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଦିଗପହଣ୍ଡିରେ ଉତ୍ତେଜନା । ବିପିନ ପ୍ରଧାନ ବନାମ ବିପ୍ଲବ ପାତ୍ର। ଦିଗପହଣ୍ଡି ବିଜେଡି ଦୁଇ ଫାଳ। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ବାତିଲକୁ ନେଇ ଗଂଜାମ ଜିଲ୍ଲା ଦିଗପହଣ୍ଡିରେ ଉତ୍ତେଜନା। ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା। ହଠାତ କାହିଁକି ନିର୍ବାଚନ ବାତିଲ କରାଗଲା ପ୍ରଶ୍ନ କରି ବ୍ଲକ ଅଫିସ ସମ୍ମୁଖରେ ଏକାଠି ହୋଇ ପ୍ରତିବାଦ କରୁଛନ୍ତି ଅସନ୍ତୁଷ୍ଟ ଗୋଷ୍ଠୀ।

Advertisment
Odisha BjD Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe