ରକ୍ତ ଚାଉଳ ଚୋବାଉଛନ୍ତି ପ୍ରଣବ ! | Odisha Reporter
Advertisment
ଯାଜପୁର ଧର୍ମଶାଳାରେ ଚାଲିଛି ଛକାପଞ୍ଝା ରାଜନୀତି । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଓ ବର୍ତ୍ତମାନର ବିଜେପି ବିଧାୟକ ହିମାଂଶୁ ସାହୁଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଭିନ୍ନ ରୂପ ନେଇଛି। ବିଧାୟକଙ୍କ ଅଫିସରେ ପଶିଗଲେ ବିଜେଡି ଗୁଣ୍ଡା । ଫାଙ୍କା ଗୁଳି ଫୁଟାଇଲେ, ବିଧାୟକଙ୍କୁ ହତ୍ୟା ଧମକ ଦେଇଗଲେ । ଥାନାରେ ଅଭିଯୋଗ କଲେ ଧର୍ମଶାଳା ବିଧାୟକଙ୍କ ସମର୍ଥକ । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us