ଗତ ଥର ବିଜେଡି ଟିକେଟରୁ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଦେବଗଡ଼ ଆସନରୁ ଛିଡା ହୋଇ ବିଜେପିର ସୁବାସ ପାଣିଗ୍ରାହୀଙ୍କଠାରୁ ପରାସ୍ତ ହୋଇଥିଲେ। ନିର୍ବାଚନରେ ରଞ୍ଜନ ବିଶ୍ବାଳଙ୍କର ହାରିବା ବ୍ୟବଧାନ 7 ହଜାରରୁ କମ୍ ଭୋଟ ଥିଲା। ଏହାପରେ ସେ ତାଙ୍କ ସଙ୍ଗଠନ ବଢାଇବାରେ ଲାଗିଲେ। ବିଜେଡି ଏଥର ତାଙ୍କୁ ଟିକେଟ୍ ନ ଦେଇ ଅନ୍ୟ କାହାକୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।