ରାଣୀଙ୍କୁ ଚାହିଁଛି ବିଜେଡି,ଏପଟେ ରୁନୁ ନାହିଁ ତ ବବି ନାହିଁ | Odisha Reporter
ଗତ ଥର ବିଜେଡି ଟିକେଟରୁ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଦେବଗଡ଼ ଆସନରୁ ଛିଡା ହୋଇ ବିଜେପିର ସୁବାସ ପାଣିଗ୍ରାହୀଙ୍କଠାରୁ ପରାସ୍ତ ହୋଇଥିଲେ। ନିର୍ବାଚନରେ ରଞ୍ଜନ ବିଶ୍ବାଳଙ୍କର ହାରିବା ବ୍ୟବଧାନ 7 ହଜାରରୁ କମ୍ ଭୋଟ ଥିଲା। ଏହାପରେ ସେ ତାଙ୍କ ସଙ୍ଗଠନ ବଢାଇବାରେ ଲାଗିଲେ। ବିଜେଡି ଏଥର ତାଙ୍କୁ ଟିକେଟ୍ ନ ଦେଇ ଅନ୍ୟ କାହାକୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
