Advertisment

ରୋଚକ ସ୍ଥିତିରେ ଦେବଗଡ଼ ରାଜନୀତି

ବିଜେଡି ଏଥର ରୋମାଞ୍ଚ ରଞ୍ଜନ ବିଶ୍ବାଳଙ୍କୁ ଟିକେଟ୍ ନ ଦେଇ ଅନ୍ୟ କାହାକୁ ଦେବ ବୋଲି ଚର୍ଚ୍ଚା ହେଉଛି।

Advertisment

ଗତ ଥର ବିଜେଡି ଟିକେଟରୁ ରୋମାଞ୍ଚ ରଞ୍ଜନ ବିଶ୍ବାଳ ଦେବଗଡ଼ ଆସନରୁ ଛିଡା ହୋଇ ବିଜେପିର ସୁବାସ ପାଣିଗ୍ରାହୀଙ୍କଠାରୁ ପରାସ୍ତ ହୋଇଥିଲେ। ନିର୍ବାଚନରେ ରଞ୍ଜନ ବିଶ୍ବାଳଙ୍କର ହାରିବା ବ୍ୟବଧାନ 7 ହଜାରରୁ କମ୍ ଭୋଟ ଥିଲା। ଏହାପରେ ସେ ତାଙ୍କ ସଙ୍ଗଠନ ବଢାଇବାରେ ଲାଗିଲେ। ବିଜେଡି ଏଥର ତାଙ୍କୁ ଟିକେଟ୍ ନ ଦେଇ ଅନ୍ୟ କାହାକୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Debagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe