ମଞ୍ଚରେ କଥା କଟାକଟି ହେଲେ ଦେବାଶିଷ- ଧର୍ମେନ୍ଦ୍ର ! | Odisha Reporter
Advertisment
ମଞ୍ଚରେ କଥା କଟାକଟି ହେଲେ ଦେବାଶିଷ- ଧର୍ମେନ୍ଦ୍ର ! ପରସ୍ପରକୁ ଟାର୍ଗେଟ୍ କଲେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗତକାଲି ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇ ନେତାଙ୍କ ଆକ୍ଷେପ ପ୍ରତିଆକ୍ଷେପ ଦେଖିବାକୁ ମିଳିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us