Advertisment

ଲୋକସଭା ଲଢ଼ନ୍ତୁ ଦେବାଶିଷ: ଭର୍ତ୍ତୃହରି ମହତାବ

ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ଲୋକସଭା ଲଢ଼ିବାକୁ ଆହ୍ୱାନ ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ।

author-image
Manoj Swain

ବିଜେଡି ନେତା ଦେବାଶିଷ ସାମନ୍ତରାୟଙ୍କୁ ଲୋକସଭା ଲଢ଼ିବାକୁ ଆହ୍ୱାନ ଦେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ଯଦି ସେ ଏତେ ଲୋକପ୍ରିୟ, ତେବେ ଲୋକସଭା ଲଢ଼ନ୍ତୁ ବୋଲି କହିଛନ୍ତି। କଟକରେ ହୋଲି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏପରି କହିଛନ୍ତି।

Advertisment
BjD Congress Odisha