ଦେବୀ ମିଶ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ

ଦେବୀ ମିଶ୍ରଙ୍କ କମିଟିରେ ଭିକେ ପାଣ୍ଡିଆନଙ୍କ ଖାସ୍ ପ୍ରଣବପ୍ରକାଶ ଦାସ, ସୁଶାନ୍ତ ସିଂ, ମାନସ ମଙ୍ଗରାଜ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ନେତାମାନଙ୍କୁ ଦୂରେଇ ରଖାଯାଇଛି ।

Manoj Swain
  • Published: Tuesday, 06 August 2024
  • Updated: 06 August 2024, 12:06 PM IST

Sports

Latest News

ନବୀନଙ୍କ ଭରସା ଏବେ ବିଜେଡିର ବରିଷ୍ଠ ନେତାଙ୍କ ଉପରେ। ପାଣ୍ଡିଆନଙ୍କ ଖାସ୍ କୁହାଯାଉଥିବା ନେତାଙ୍କ ଉପରେ ଭରସା କମିବାରେ ଲାଗିଛି । ଦେବୀ ମିଶ୍ରଙ୍କ କମିଟିରେ ଭିକେ ପାଣ୍ଡିଆନଙ୍କ ଖାସ୍ ପ୍ରଣବପ୍ରକାଶ ଦାସ, ସୁଶାନ୍ତ ସିଂ, ମାନସ ମଙ୍ଗରାଜ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ନେତାମାନଙ୍କୁ ଦୂରେଇ ରଖାଯାଇଛି । ଦେଖନ୍ତୁ ପୂରା ରିପୋର୍ଟ ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos