ଦେବୀ ମିଶ୍ରଙ୍କୁ ମିଳିଲା ବଡ଼ ଦାୟିତ୍ୱ

  • Published: Tuesday, 06 August 2024
  • , Updated: 06 August 2024, 12:06 PM IST

ନବୀନଙ୍କ ଭରସା ଏବେ ବିଜେଡିର ବରିଷ୍ଠ ନେତାଙ୍କ ଉପରେ। ପାଣ୍ଡିଆନଙ୍କ ଖାସ୍ କୁହାଯାଉଥିବା ନେତାଙ୍କ ଉପରେ ଭରସା କମିବାରେ ଲାଗିଛି । ଦେବୀ ମିଶ୍ରଙ୍କ କମିଟିରେ ଭିକେ ପାଣ୍ଡିଆନଙ୍କ ଖାସ୍ ପ୍ରଣବପ୍ରକାଶ ଦାସ, ସୁଶାନ୍ତ ସିଂ, ମାନସ ମଙ୍ଗରାଜ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଭଳି ନେତାମାନଙ୍କୁ ଦୂରେଇ ରଖାଯାଇଛି । ଦେଖନ୍ତୁ ପୂରା ରିପୋର୍ଟ ।  

Related story