Advertisment

ନବଙ୍କ ପରେ ଦୀପାଳି!

ଗୋଟିଏ ପଟେ ନବ ଦାସଙ୍କ ପରଲୋକ ହେବାର ଗୋଟିଏ ଦିନ ନ ବିତୁଣୁ ସରଗରମ ହେବାରେ ଲାଗିଲାଣି ଝାରସୁଗୁଡ଼ା ରାଜନୀତି। ଏବେ ଚର୍ଚ୍ଚା ହେବାରେ ଲାଗିଛି କିଏ ନେବ ନବଙ୍କ ସ୍ଥାନ। ନବଙ୍କ ଅନୁପସ୍ଥିତି ଝାରସୁଗୁଡ଼ାରେ କେତେ ପ୍ରଭାବ ପକାଇବ?

author-image
Debendra Prusty

ଗୋଟିଏ ପଟେ ନବ ଦାସଙ୍କ ପରଲୋକ ହେବାର ଗୋଟିଏ ଦିନ ନ ବିତୁଣୁ ସରଗରମ ହେବାରେ ଲାଗିଲାଣି ଝାରସୁଗୁଡ଼ା ରାଜନୀତି। ଏବେ ଚର୍ଚ୍ଚା ହେବାରେ ଲାଗିଛି କିଏ ନେବ ନବଙ୍କ ସ୍ଥାନ। ନବଙ୍କ ଅନୁପସ୍ଥିତି ଝାରସୁଗୁଡ଼ାରେ କେତେ ପ୍ରଭାବ ପକାଇବ?  

Advertisment
Odisha Naba Das Naveen Patanaik