Advertisment

ଡିପ୍ ଫେକରେ ଅପପ୍ରଚାର !

ବିଜେପି ନେତା ହୋଇ ବି କାନ୍ଥରେ ଶଙ୍ଖ ଚିତ୍ର ଆଙ୍କୁଥିବା ଦର୍ଶାଯାଇଛି।

author-image
Manoj Swain

ଏ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେଉଁଥିରେ ସେ ବିଜେପି ନେତା ହୋଇ ବି କାନ୍ଥରେ ଶଙ୍ଖ ଚିତ୍ର ଆଙ୍କୁଥିବା ଦର୍ଶାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ନେତା ହୋଇବି କାନ୍ଥରେ ପଦ୍ମ ଚିତ୍ର ଆଙ୍କୁଥିବା ଦର୍ଶାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Deepfake Video