"ରାଜଧାନୀ ଭୁବନେଶ୍ୱରରେ ବିଜେଡି ମେଳି ପରେ ଏବେ ସାମ୍ନାକୁ ଆସି ଆଉ ଏକ ଫଟୋ। ଯେଉଁଥିରେ ୭ ଜଣ ପୂର୍ବତନ ବିଜେଡି ବିଧାୟକ ମେଳି କରୁଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନର ପ୍ରାୟ ୩ ମାସ ପରେ ହଠାତ୍ କ"ଣ ପାଇଁ ମେଳି କଲେ ୭ ପରାଜିତ ବିଜେଡି ନେତା ? Advertisment "