Advertisment

ଭୁବନେଶ୍ୱରରେ ପରାଜିତ ବିଜେଡି ନେତାଙ୍କ ମେଳି; ବଢିଲା ଚର୍ଚ୍ଚା !

ତେବେ ନିର୍ବାଚନର ପ୍ରାୟ ୩ ମାସ ପରେ ହଠାତ୍‌ କ’ଣ ପାଇଁ ମେଳି କଲେ ୭ ପରାଜିତ ବିଜେଡି ନେତା ?

Advertisment

ରାଜଧାନୀ ଭୁବନେଶ୍ୱରରେ ବିଜେଡି ମେଳି ପରେ ଏବେ ସାମ୍ନାକୁ ଆସି ଆଉ ଏକ ଫଟୋ। ଯେଉଁଥିରେ ୭ ଜଣ ପୂର୍ବତନ ବିଜେଡି ବିଧାୟକ ମେଳି କରୁଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନର ପ୍ରାୟ ୩ ମାସ ପରେ ହଠାତ୍‌ କ’ଣ ପାଇଁ ମେଳି କଲେ ୭ ପରାଜିତ ବିଜେଡି ନେତା ? 

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe