ମୁଖା ଖୋଲିଦେଲେ ଅପରାଜିତାଙ୍କ ଡ୍ରାଇଭର | Aparajita Sarangi\'s Driver Alleges Police | EVM Case || OR
Advertisment
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲା ନୂଆ ମୋଡ ନେଇଛି। ପୁଲିସ୍ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ। ଆଉ ଅଭିଯୋଗ ଆଣିଛନ୍ତି ପ୍ରଶାନ୍ତ ଜଗଦ୍ଦେବ ଓ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଯାଉଥିବା ଗାଡ଼ିର ଡ୍ରାଇଭର୍ ବନମାଳି ବେହେରା। ପ୍ରଶାନ୍ତ ଜଗଦ୍ଦେବ EVM ଭାଙ୍ଗିଥିବା ନେଇ ତାଙ୍କୁ କହିବାକୁ ବାଧ୍ୟ କରାଯିବା ସହ ମାଡ଼ ମରାଯାଇଥିବା ସେ କହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us