ସରକାରୀ କ୍ବାର୍ଟର୍ସକୁ ଛାଡ଼ିଲାବେଳେ ଭାଙ୍ଗିପାରିବେ କି ପ୍ରଣବ ପ୍ରକାଶ ଦାସ ? ପ୍ରଣବଙ୍କ ଯୁକ୍ତି, ଯେଉଁ ଅବସ୍ଥାରେ ନେଇଥିଲି ସେହି ଅବସ୍ଥାରେ ଫେରାଇବି। ପ୍ରଶ୍ନ ଉଠୁଛି, ଏଭଳି ବିଳାସପୂର୍ଣ୍ଣ ନିର୍ମାଣ ପାଇଁ ସେ ଅନୁମତି ନେଇଥିଲେ କି ? କ୍ବାର୍ଟର୍ସରେ ବିଳାସପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ୍ ରୁମ୍ ସହ କନଫେରନ୍ସ ହଲ ହୋଇଥିଲା । 2019ରେ କ୍ବାର୍ଟର୍ସ ନେବା ପରେ ସରକାରୀ ତହବିଲରୁ 9.37 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ କେଉଁ କମ୍ପାନୀ ଅଧିକ ପ୍ରାୟ 2 କୋଟି ଟଙ୍କା ଖର୍ଚ୍ଚ କରିଥିଲା ଉଠିଥିଲା ପ୍ରଶ୍ନ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।