କ୍ବାର୍ଟର୍ସ ଭାଙ୍ଗିପାରିବେ କି ବବି ?

  • Published: Wednesday, 26 June 2024
  • , Updated: 26 June 2024, 11:47 AM IST

ସରକାରୀ କ୍ବାର୍ଟର୍ସକୁ ଛାଡ଼ିଲାବେଳେ ଭାଙ୍ଗିପାରିବେ କି ପ୍ରଣବ ପ୍ରକାଶ ଦାସ ? ପ୍ରଣବଙ୍କ ଯୁକ୍ତି, ଯେଉଁ ଅବସ୍ଥାରେ ନେଇଥିଲି ସେହି ଅବସ୍ଥାରେ ଫେରାଇବି। ପ୍ରଶ୍ନ ଉଠୁଛି, ଏଭଳି ବିଳାସପୂର୍ଣ୍ଣ ନିର୍ମାଣ ପାଇଁ ସେ ଅନୁମତି ନେଇଥିଲେ କି ? କ୍ବାର୍ଟର୍ସରେ ବିଳାସପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ୍ ରୁମ୍ ସହ କନଫେରନ୍ସ ହଲ ହୋଇଥିଲା । 2019ରେ କ୍ବାର୍ଟର୍ସ ନେବା ପରେ ସରକାରୀ ତହବିଲରୁ 9.37 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ କେଉଁ କମ୍ପାନୀ ଅଧିକ ପ୍ରାୟ 2 କୋଟି ଟଙ୍କା ଖର୍ଚ୍ଚ କରିଥିଲା ଉଠିଥିଲା ପ୍ରଶ୍ନ। ଦେଖନ୍ତୁ ପୂରା ରିପୋର୍ଟ। 

Related story