Advertisment

ବବିଙ୍କ ସରକାରୀ କ୍ୱାର୍ଟର୍ସରେ ଚାଲିଥିଲା କଣ ?

ଏତେ ବଡ଼ ନିର୍ମାଣ, ଅଣ୍ଡର ଗ୍ରାଉଣ୍ଡରେ ଘର ନିର୍ମାଣ ହୋଇଥିଲା । କେହି କେମିତି ଜାଣିପାରିଲେନି ? ସରକାରୀ କ୍ୱାର୍ଟର୍ସ ପରିସରରେ ଏତେ ବଡ଼ ନିର୍ମାଣ ପାଇଁ ଅନୁମତି ଦେଇଥିଲା କିଏ ?

author-image
Ordigital Desk
ଅଦ୍ୟତନ ହୋଇଛି

ରାଜଧାନୀର ହାର୍ଟରେ ଥିଲା ଏହି ଚକାଚକ୍ ବିଲଡିଂ। ଆଲିଶାନ କୋଠାର ବାହାରେ ଲାଗୁଥିଲା ଦାମୀ ଲକଜୁରିୟସ କାର। କିଛି ଗାଡିକୁ ଭିତରକୁ ଆସିବା ପାଇଁ ଅନୁମତି ମିଳୁଥିଲା ଆଉ କିଛି ଗାଡି ବାହାରେ ଛିଡା ହୋଇ ରହୁଥିଲା। ନିର୍ଦ୍ଦିଷ୍ଟ ନମ୍ବରର ଗାଡିକୁ ତ ସିଧା ଏଣ୍ଟ୍ରି ପାଇଁ କୁହାଯାଉଥିଲା। କିଏ ସେହି ପ୍ରଭାବଶାଳୀ ବ୍ୟକ୍ତି କାହିଁକି ଆସୁଥିଲେ ? ଏ ଭଙ୍ଗା ବିଲଡିଂ ହିଁ ତାର ମୁକସାକ୍ଷୀ। ଅନେକ କଥା ଏହି ଘରେ ଲୁଚିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Pranab Prakash Das Odisha