Advertisment

ଚର୍ଚ୍ଚିତ କ୍ବାର୍ଟର୍ସରେ ଉପମୁଖ୍ୟମନ୍ତ୍ରୀ !

କେ ଭି ସିଂହଦେଓଙ୍କୁ ମିଳିଛି ରାଜଭବନ ନିକଟସ୍ଥ ସରକାରୀ କ୍ବାର୍ଟର୍ସ, ଯେଉଁଠି ପୂର୍ବରୁ ଥିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ।

author-image
Manoj Swain

ବିଳାସପୂର୍ଣ୍ଣ ନିର୍ମାଣ ପାଇଁ ଚର୍ଚ୍ଚାରେ ଥିବା ସରକାରୀ କ୍ବାର୍ଟର୍ସରେ ରହିବେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। କେ ଭି ସିଂହଦେଓଙ୍କୁ ମିଳିଛି ରାଜଭବନ ନିକଟସ୍ଥ ସରକାରୀ କ୍ବାର୍ଟର୍ସ, ଯେଉଁଠି ପୂର୍ବରୁ ଥିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ଏବେ ବି କ୍ବାର୍ଟର୍ସ ପରିସରରୁ ସାଧାରଣ ପ୍ରଶାସନ ବିଭାଗ ପୁରୁଣା ନିର୍ମାଣ ହଟାଇନାହିଁ।

Advertisment
Kanak Vardhan Singh Deo