ଚର୍ଚ୍ଚିତ କ୍ବାର୍ଟର୍ସରେ ଉପମୁଖ୍ୟମନ୍ତ୍ରୀ ! | Odisha Reporter
Advertisment
ବିଳାସପୂର୍ଣ୍ଣ ନିର୍ମାଣ ପାଇଁ ଚର୍ଚ୍ଚାରେ ଥିବା ସରକାରୀ କ୍ବାର୍ଟର୍ସରେ ରହିବେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ। କେ ଭି ସିଂହଦେଓଙ୍କୁ ମିଳିଛି ରାଜଭବନ ନିକଟସ୍ଥ ସରକାରୀ କ୍ବାର୍ଟର୍ସ, ଯେଉଁଠି ପୂର୍ବରୁ ଥିଲେ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ । ଏବେ ବି କ୍ବାର୍ଟର୍ସ ପରିସରରୁ ସାଧାରଣ ପ୍ରଶାସନ ବିଭାଗ ପୁରୁଣା ନିର୍ମାଣ ହଟାଇନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us