Advertisment

ସୂର୍ଯ୍ୟବଂଶୀଙ୍କୁ ଅଟକାଇ ପାରିଲାନି ବିଜେଡି

ଧାମନଗର ଆସନରୁ ବିଜୟୀ ହୋଇଛନ୍ତି ସୂର୍ଯ୍ୟବଂଶୀ ସୂରଜ ।

author-image
Manoj Swain

ବହୁ ଚର୍ଚ୍ଚିତ ଧାମନଗର ନିର୍ବାଚନମଣ୍ଡଳୀରେ ପୁଣିଥରେ ବାଜିମାତ କରିଛନ୍ତି ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜ। ଏଥର ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ 8 ହଜାର 95 ଖଣ୍ଡ ଭୋଟରେ ହରାଇଛନ୍ତି। 2022 ଉପନିର୍ବାଚନରେ ହାରିଥିବା ବିଜେଡି ଏଥର କିନ୍ତୁ ସୂରଜଙ୍କୁ ରୋକିବା ଲାଗି ସବୁ ପ୍ରକାର ଚେଷ୍ଟା କରିଥିଲା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp