ସୂର୍ଯ୍ୟବଂଶୀଙ୍କୁ ଅଟକାଇ ପାରିଲାନି BJD | Dhamnagar Constituency | Suryabanshi Suraj | BJP | OR
Advertisment
ବହୁ ଚର୍ଚ୍ଚିତ ଧାମନଗର ନିର୍ବାଚନମଣ୍ଡଳୀରେ ପୁଣିଥରେ ବାଜିମାତ କରିଛନ୍ତି ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜ। ଏଥର ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସଞ୍ଜୟ କୁମାର ଦାସଙ୍କୁ 8 ହଜାର 95 ଖଣ୍ଡ ଭୋଟରେ ହରାଇଛନ୍ତି। 2022 ଉପନିର୍ବାଚନରେ ହାରିଥିବା ବିଜେଡି ଏଥର କିନ୍ତୁ ସୂରଜଙ୍କୁ ରୋକିବା ଲାଗି ସବୁ ପ୍ରକାର ଚେଷ୍ଟା କରିଥିଲା । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us