Advertisment

ପାଣ୍ଡିଆନଙ୍କୁ ପାଠ ପଢ଼ାଇଲେ ସୂର୍ଯ୍ୟବଂଶୀ !

5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ।

author-image
Manoj Swain

5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ବୁଧବାର ଦିନ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ସରକାରୀ ସଭାରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ପାଣ୍ଡିଆନ। ଆଉ ତିନଟି ସଭା ମଧ୍ୟରୁ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳି ସଭାରେ ଧାମନଗର ବିକାଶର କଥା କହିଥିଲେ।

Advertisment
Bhadrak Vk Pandian Odisha