ପାଣ୍ଡିଆନଙ୍କୁ ପାଠ ପଢ଼ାଇଲେ ସୂର୍ଯ୍ୟବଂଶୀ !

  • Published: Friday, 29 December 2023
  • , Updated: 29 December 2023, 11:29 AM IST

5T ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ଧାମନଗର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ବୁଧବାର ଦିନ ଭଦ୍ରକ ଜିଲ୍ଲା ଗସ୍ତରେ ଆସି ସରକାରୀ ସଭାରେ ଯୋଗଦେବା ସହ ବିଭିନ୍ନ ପ୍ରକଳ୍ପ ନେଇ ଘୋଷଣା କରିଥିଲେ ପାଣ୍ଡିଆନ। ଆଉ ତିନଟି ସଭା ମଧ୍ୟରୁ ଧାମନଗର ନିର୍ବାଚନମଣ୍ଡଳୀର ଅସୁରାଳି ସଭାରେ ଧାମନଗର ବିକାଶର କଥା କହିଥିଲେ।

Related story