ମାଟି ଚଟାଇଦେଲେ ଲିକୁ | Odisha Reporter
ଧର୍ମଶାଳାରେ ଦମ ଦେଖାଇଲେ ହିଂମାଶୁ ସାହୁ ଓରଫ ଲିକୁ । ବିଜେଡିର ଟାଣୁଆ ନେତା ପ୍ରଣବ ବଳବନ୍ତରାୟଙ୍କୁ ପାଣି ପିଆଇଲେ ଆଉ ଧର୍ମଶାଳା ମାଟିରେ ବିଜୟ ପତାକା ଉଡ଼ାଇଲେ। ଏକାକୀ ଲଢ଼େଇ କରି ବିରୋଧୀଙ୍କୁ ଚିତ୍ପଟାଙ୍ଗ କରିଥିବା ଲିକୁଙ୍କ ବିଜୟ ପରେ ଚାରିଆଡ଼େ ସେଲିବ୍ରେସନ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
