Advertisment

ପ୍ରଣବ ବଳବନ୍ତରାୟଙ୍କୁ ପାଣି ପିଆଇଲେ ହିଂମାଶୁ

ଧର୍ମଶାଳାରେ ଦମ ଦେଖାଇଲେ ହିଂମାଶୁ ସାହୁ ଓରଫ ଲିକୁ ।

Advertisment

ଧର୍ମଶାଳାରେ ଦମ ଦେଖାଇଲେ ହିଂମାଶୁ ସାହୁ ଓରଫ ଲିକୁ । ବିଜେଡିର ଟାଣୁଆ ନେତା ପ୍ରଣବ ବଳବନ୍ତରାୟଙ୍କୁ ପାଣି ପିଆଇଲେ ଆଉ ଧର୍ମଶାଳା ମାଟିରେ ବିଜୟ ପତାକା ଉଡ଼ାଇଲେ। ଏକାକୀ ଲଢ଼େଇ କରି ବିରୋଧୀଙ୍କୁ ଚିତ୍ପଟାଙ୍ଗ କରିଥିବା ଲିକୁଙ୍କ ବିଜୟ ପରେ ଚାରିଆଡ଼େ ସେଲିବ୍ରେସନ।

Advertisment
Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe